Jump to content

ପଦ୍ମ ବାଳ

ଉଇକିଅଭିଧାନ‌ରୁ

ପଦ୍ମ ବାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଦ୍ମ+ବାଳ=ବାଳକ; ପଦ୍ମରୁ ଜାତ ବୋଲି)

[ସମ୍ପାଦନା]

ବିଧାତା; ବ୍ରହ୍ମା —Brahmā.

ଯାହାର ଅନ୍ନ ଖାଇ ତାର ମନ୍ଦ କାଳ ଜାଣି ଛାଡ଼ିଗଲେ ଛାଡ଼ି ପଦ୍ମବାଳ କୃଷ୍ଣସିଂହ. ମହାଭାରତ ଉଦୋଗ