ପଦ୍ମ ମଧୁ
ପଦ୍ମଫୁଲର ମହୁ — Lotus honey.
[ ଦ୍ର—ଏହା ଔଷଧରେ ଲାଗେ ଏବଂ ଚକ୍ଷୁରୋଗରେ ବିଶେଷ ଉପକାରୀ; ପଦ୍ମପୂର୍ଣ୍ଣ ପୋଖରୀ ନିକଟରେ ମହୁମାଛିମାନେ ପଦ୍ମଫୁଲରୁ ଯେଉଁ ମହୁ ସଂଗ୍ରହ କରନ୍ତି ତାକୁ ପଦ୍ମମଧୁ ବୋଲାଯାଏ ]