Jump to content

ପଦ୍ମ ଲୋଚନ

ଉଇକିଅଭିଧାନ‌ରୁ

ପଦ୍ମ ଲୋଚନ

ଉଚ୍ଚାରଣ

[ସମ୍ପାଦନା]
(ପଦ୍ମଲୋଚନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଉପମିତ କର୍ମଧା)

[ସମ୍ପାଦନା]

ପଦ୍ମପରି ସୁନ୍ଦର ନେତ୍ର — Eye like a louts flower.

ସଂସ୍କୃତ - ବିଣପୁଲିଙ୍ଗ - (ଉପମିତ ବହୁବ୍ରୀହି)

[ସମ୍ପାଦନା]

ପଦ୍ମତୁଲ୍ୟ ସୁନ୍ଦର ଚକ୍ଷୁଯୁକ୍ତ —Louts-eyed.

ଦେଶଜ - ବିପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — A name given to males.