Jump to content

ପଦ୍ୟ

ଉଇକିଅଭିଧାନ‌ରୁ

ପଦ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଗଦ୍ୟ—ବିପରୀତ)

  • (file)

ସଂସ୍କୃତ - ବିଶେଷ୍ୟ - (ପଦ= ଚରଣ+ଯୁକ୍ତାର୍ଥରେ ଯ)

[ସମ୍ପାଦନା]
୧. ଛନ୍ଦୋଯୁକ୍ତ ରଚନା; ଶ୍ଳୋକ; ଛାନ୍ଦ —Meterial composition; verse; poem; poetry.
୨. (ବ୍ରହ୍ମାଙ୍କ ପଦରୁ ଜାତ ବୋଲି)—ଶୂଦ୍ର —୨. A ṡūdra.
୩. ଶଠତା (ହିନ୍ଦୀ - ଶ) —୩. Fraud; deceit.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପଦ୍ୟଯୁକ୍ତ —୧. Meterial; poetical.
୨. ପଦ ସମ୍ୱନ୍ଧୀୟ —୨. Relating to the foot.