Jump to content

ପଦ୍ୟମୟ

ଉଇକିଅଭିଧାନ‌ରୁ

ପଦ୍ୟମୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଦ୍ୟ+ଅବ୍ୟୟାର୍ଥ. ମୟ)

[ସମ୍ପାଦନା]
୧. ପଦ୍ୟଯୁକ୍ତ (ରଚନା) —୧. Poetical.
୨. ପଦ୍ୟ ପରି ମଧୁର (ଜୀବନ) —୨. (life) Full of poetry; sweet as poetry.
୩. ପଦ୍ୟ ପରି ମଧୁର ଭାବ ବା କଳ୍ପନା ପୂର୍ଣ୍ଣ — ୩. Full of poetic sentiments; romantic.