Jump to content

ପଦ୍ୟା

ଉଇକିଅଭିଧାନ‌ରୁ

ପଦ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପଦ୍ ଧାତୁ+ଯ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ସ୍ତବ; ସ୍ତୁତି — ୧. Hymn.
୨. ପ୍ରଶଂସା —୨. Praise, enlogy.
୩. ପଥ; ରାସ୍ତା —୩. Path; road; way.