ପଦ କମଳ
ପଦ ନଳିନ, ପଦ ସରୋଜ, ପଦାବ୍ଜ, ପଦାମ୍ୱୁଜ, ପଦାମ୍ଭୋଜ, ପଦାରବିନ୍ଦ, ପଦ ପଙ୍କଜ, ପଦ ପଦ୍ମଅନ୍ୟରୂପ
ଭକ୍ତିସୂଚକ ପ୍ରୟୋଗ) ପାଦପଦ୍ମ; ପଦ୍ମପାଦ; ପଦ୍ମପରି ସୁନ୍ଦର ଗୋଡ଼ —Lotus foot; foot as lovely as the lotus.