Jump to content

ପଦ କ୍ଷେପ

ଉଇକିଅଭିଧାନ‌ରୁ

ପଦ କ୍ଷେପ

ଉଚ୍ଚାରଣ

[ସମ୍ପାଦନା]

ପଦ କ୍ଷେପଣ, ପଦ ବିକ୍ଷେପ, ପଦପାତଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ+ କ୍ଷେପ)

[ସମ୍ପାଦନା]
୧. ପାହୁଣ୍ଡ ପକାଇ ଚାଲିବା; ପଦାର୍ପଣ —୧. Stepping; pacing.
୨. ପାହୁଣ୍ଡ — ୨. pace.