Jump to content

ପଦ ଗର୍ବିତ

ଉଇକିଅଭିଧାନ‌ରୁ

ପଦ ଗର୍ବିତ

ଉଚ୍ଚାରଣ

[ସମ୍ପାଦନା]

(ପଦଗର୍ବୀ—ଅନ୍ୟରୂପ)

[ପଦ ଗର୍ବିତା, ପଦ ଗର୍ବିଣୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ଫୁ. (୫ମୀ. ତତ୍; ପଦ ଗର୍ବିତ)

[ସମ୍ପାଦନା]

ଅଧିକାର ପାଇବା ଯୋଗୁଁ ଗର୍ବ ପ୍ରକାଶ କରିବା (ବ୍ୟକ୍ତି) — Proud of one's power.