Jump to content

ପଦ ଚିହ୍ନ

ଉଇକିଅଭିଧାନ‌ରୁ

ପଦ ଚିହ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ+ଚିହ୍ନ)

[ସମ୍ପାଦନା]

ତଳିପାର ଦାଗ; ଭୂମିରେ ଚାଲିଲେ ପାଦର ଯେଉଁ ଚିହ୍ନ ବା ଦାଗ ଭୂମିରେ ପଡ଼େ —Footprint; footmark left on the ground.