Jump to content

ପଦ ଚ୍ୟୁଦ

ଉଇକିଅଭିଧାନ‌ରୁ

ପଦ ଚ୍ୟୁଦ

ଉଚ୍ଚାରଣ

[ସମ୍ପାଦନା]

(ପଦଭ୍ରଷ୍ଟ—ଅନ୍ୟରୂପ)

(ପଦଚ୍ୟୁତା, ପଦଭ୍ରଷ୍ଟା—ସ୍ତ୍ରୀ) 

(ପଦଚ୍ୟୁତି—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୫ମୀ ତ୍ତ; ପଦ+ଚ୍ୟୁତ)

[ସମ୍ପାଦନା]
୧. ଅଧିକାର ଭ୍ରଷ୍ଟ; କୌଣସି ଅଧିକାରରୁ ବଞ୍ଚିତ କରାଯାଇଥିବା — ୧. Removed from one's position.
୨. ବରଖାସ୍ତ ହୋଇଥିବା —୨. Dismissed.