ପଦ ଟୀକା
(ପାଦଟୀକା—ଅନ୍ୟରୂପ)
କୌଣସି ପୁସ୍ତକର ମୌଳିକ ଅଂଶରେ ଲେଖା ଥିବା ଦୁର୍ବୋଧ୍ୟ ବିଷୟରେ ବ୍ୟାଖ୍ୟା, ଯାହା କି ସେହି ପୃଷ୍ଠାର ନିମ୍ନ ଦେଶରେ ଲେଖାଯାଇଥାଏ — Footnote.