ପଦ ଦୋଷ
ଦେଖଣା
ପଦ ଦୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ପଦ+ଦୋଷା)
[ସମ୍ପାଦନା]ଯେଉଁ ଦୋଷ ବାକ୍ୟ ମଧ୍ୟସ୍ଥ ପଦକୁ ଆଶ୍ରୟ କରି ରହିଥାଏ — Some defects in composition as regards the component words.
[ଦ୍ରଷ୍ଟବ୍ୟ —ଶ୍ରୁତିକଟୁତା, ଅଶ୍ଳୀଳତା, ଅନୁଚିତତା, ଗ୍ରାମ୍ୟତା, ସନ୍ଦିଗ୍ଧତା, ନେୟାର୍ଥତା, ନିହତାର୍ଥତା, କ୍ଳିଷ୍ଟତା, ବିରୁଦ୍ଧମତିକାରି, ନିରର୍ଥକତା ଅସାଧୁତା, ଅନନୁଗୁଣତା, ପୁନରୁକ୍ତତା, ଅଧିକ ପଦତା, ନ୍ୟୁନପଦତା, ପତତ୍ ପ୍ରକର୍ଷତା, ଦୁରନ୍ୱୟ,ଅକ୍ରମତା, ଅସମାନ କର୍ତ୍ତୃତ୍ୱ, ବିଧେୟା ବିମର୍ଷ, ଯତିଭଙ୍ଗ ଓ ପ୍ରସିଦ୍ଧିତ୍ୟା—ଏହି ସବୁ ଦୋଷ ପଦଦୋଷର ଅନ୍ତର୍ଗତ]