Jump to content

ପଦ ଧୂଳି

ଉଇକିଅଭିଧାନ‌ରୁ

ପଦ ଧୂଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ପଦ+ଧୂଳି)

[ସମ୍ପାଦନା]

ଚରଣ ରଜ; ପାଦ ତଳେ ଲାଗିଥିବା ଧୂଳି —The dust of one's foot.

[ଦ୍ରଷ୍ଟବ୍ୟ —ଗୁରୁଜନ ଓ ପୂଜ୍ୟବ୍ୟକ୍ତିଙ୍କ ପଦଧୂଳି ଶିଷ୍ୟ ଓ ବାଳକ ବାଳିକାମାନଙ୍କ ଉପରେ ପଡ଼ିଲେ ତାହା ଶୁଭଜନକ ବୋଲି ବିବେଚି ହୁଏ]