ପଦ ପଦକେ
ଦେଖଣା
ପଦ ପଦକେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଦ ପଦକେ
|
(ପଦେ ପଦେକେ—ଅନ୍ୟରୂପ)
ଦେଶଜ - ଅ
[ସମ୍ପାଦନା]- ୧. ପ୍ରତି ପଦରେ — ୧. In every word or sentence.
- ୨. ପ୍ରତି ପଦବିକ୍ଷେପରେ — ୨. At every step.
ନ ଜାଣି ତହିଁକି ପଦ ବଢ଼ାଇଲେ ପଦପଦକେ କଚଡ଼ା—ସଙ୍ଗୀତ
- ୩. ପ୍ରତି ମୁହୂର୍ତ୍ତରେ —୩. At every moment.