Jump to content

ପଦ ପାଠ

ଉଇକିଅଭିଧାନ‌ରୁ

ପଦ ପାଠ

ଉଚ୍ଚାରଣ

[ସମ୍ପାଦନା]

(ସଂହିତା ପାଠ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ପଦ+ପାଠ)

[ସମ୍ପାଦନା]

ବୈଦିକ ପଦମାନଙ୍କର ପୃଥକ୍ ଲେଖନ ବା ଉଚ୍ଚାରଣ — The arrangement of the vedic text in which each word is written and pronounced in its orginal form and independently of phonetic; changes. (Apte).