Jump to content

ପଦ ଭଞ୍ଜନ

ଉଇକିଅଭିଧାନ‌ରୁ

ପଦ ଭଞ୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ପଦ+ଭଞ୍ଜନ)

[ସମ୍ପାଦନା]
୧. ଦୁରୂହ ଶବ୍ଦର ବ୍ୟାଖ୍ୟା — ୧. Explanation of difficult works.
୨. ସନ୍ଧି ବା ସମାସଯୁକ୍ତ ବାକ୍ୟର ପଦମାନଙ୍କର ପୃଥକ କରଣ — ୨. Analysis of wards; etymology.