Jump to content

ପଦ ମର୍ଦ୍ଦନ

ଉଇକିଅଭିଧାନ‌ରୁ

ପଦ ମର୍ଦ୍ଦନ

ଉଚ୍ଚାରଣ

[ସମ୍ପାଦନା]

(ପଦସଂବାହନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ+ମର୍ଦ୍ଦନ)

[ସମ୍ପାଦନା]
୧. ଗୋଡ଼ ମୋଡ଼ିବା; ଗୋଡ଼ ଘଷିବା — ୧. Rubbing of the feet; massage of the feet.
୨. (ଲକ୍ଷଣାର୍ଥ) ଖୋସାମତ କରିବା — ୨. (figurative) Flattering.