Jump to content

ପଦ ମର୍ଯ୍ୟାଦା

ଉଇକିଅଭିଧାନ‌ରୁ

ପଦ ମର୍ଯ୍ୟାଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ପଦ+ମର୍ଯ୍ୟାଦା)

[ସମ୍ପାଦନା]
୧. ଅଧିକାରର ଉପଯୁକ୍ତ ସମ୍ମାନ —୧. Due respect or decorum.
୨. ଅଧିକାରଜନିତ ମର୍ଯ୍ୟାଦା — ୨. Respect due to a rank.