Jump to content

ପଦ ରେଖା

ଉଇକିଅଭିଧାନ‌ରୁ

ପଦ ରେଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ପଦ୍ମାକୃତି ରେଖା)

[ସମ୍ପାଦନା]

(ଜ୍ୟୋତିଷ) କରସ୍ଥଳସ୍ଥ ଲଶୁଭ ଲକ୍ଷଣ ସୂଚକ ରେଖା —A slighty red line on the palm of the hands of certain person from which it is inferred that the persons will become very rich.


[ଦ୍ରଷ୍ଟବ୍ୟ —ଏ ରେଖା ତାରା ଚିହ୍ନିପରି, * ହାତରେ ଏ ରେଖା ଥିଲେ ମନୁଷ୍ୟ ବହୁ ଧନଶାଳୀ ଓ ରାଜା ହୁଏ]