Jump to content

ପଦ ଲେହନ

ଉଇକିଅଭିଧାନ‌ରୁ

ପଦ ଲେହନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୨ୟା ତତ୍; ପଦ+ଲେହନ)

[ସମ୍ପାଦନା]
୧. ଅନ୍ୟର ଗୋଡ଼ ଚାଟିବା —୧. Licking the foot of another.
୨. (ଲକ୍ଷଣାର୍ଥ) ତୋଷାମଦ କରିବା —୨. (fig) Flattering.