Jump to content

ପଧାନି

ଉଇକିଅଭିଧାନ‌ରୁ

ପଧାନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଧାନର ଅଧିକାର ବା କର୍ମ —୧. The post or occupation of a Padhāna.
୨. ପଧାନର ପାରିଶ୍ରମିକ —୨. The remuneration of a Padhāna.

ଦେଶଜ - ବିଶେଷଣ -

[ସମ୍ପାଦନା]

ପଧାନ ସମ୍ୱନ୍ଧୀୟ — Pertaining to a Padhāna.