Jump to content

ପନସ

ଉଇକିଅଭିଧାନ‌ରୁ

ପନସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପନ୍ ଧାତୁ= ସ୍ତୁତି କରିବା+କର୍ମ, ସଂଜ୍ଞାର୍ଥେ ଅସ୍)

[ସମ୍ପାଦନା]
୧. ପଣସ (ଦେଖ) - —୧. Paṇasa (See)
୨. ବାନରବିଶେଷ —୨. A species of monkey.
୩. ରାମାୟଣ ବର୍ଣ୍ଣିତ ବାନର ଯୂଥପତି —୩. Name of a monkey chief mentioned in the Rāmāyaṇa.

ବର୍ଷ୍ମ ମଧୁରେ କଞ୍ଚନ ଡାଳିମ୍ୱ ଉତ୍ଫୁଲ୍ଲ ବ୍ୟବସ୍ଥିତେ ପନସ କରାଇ ସଫର ଭଞ୍ଜ. ବୈଦେହୀଶବିଳାସ

୪. କଣ୍ଟକ —୪. Thorn (M.W.)
୫. ଏକ ପ୍ରକାର ସାପ — ୫. A species of serpent. (M.W.)