Jump to content

ପନାୟିତ

ଉଇକିଅଭିଧାନ‌ରୁ

ପନାୟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପନ୍ ଧାତୁ+ଆୟ+କର୍ମ. ତ)

[ସମ୍ପାଦନା]
୧. ବର୍ଣ୍ଣିତ — ୧. Described.
୨. ପ୍ରଶଂସିତ —୨. Praised.
୩. ସ୍ତୁତ —୩. Prayed; besought.