Jump to content

ପନି

ଉଇକିଅଭିଧାନ‌ରୁ

ପନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ= ଏହା ପତ୍ରପରି ପତାଳା ଥିବାରୁ)

[ସମ୍ପାଦନା]
୧. ରଙ୍ଗତା; ପତଳା ଜରି ପାତିଆ — ୧. Thin slices of coloured metal foil; tin foil.
୨. ସୁନେଲି ଓ ରୁପେଲି କାଗଜ — ୨. Paper coloured with gold or silver colour.

[ଦ୍ରଷ୍ଟବ୍ୟ —ଏହାଦ୍ୱାରା ଦେବୀ ପ୍ରତିମାଆଦିଙ୍କୁ ସଜ୍ଜିତ କରାଯାଏ ]

୩. (ସଂସ୍କୃତ - ପର୍ଣ୍ଣ= ଲଙ୍ଗଳର ପକ୍ଷାକୃତ ତଳ, ଯାହା ମାଟିରେ ଘୁଷୁରେ ଓ ଯାହାର ମଝିରେ ଲଙ୍ଗଳଲୁହା ପଶିଥାଏ)— ଲଙ୍ଗଳର ପକ୍ଷ —୩. Plough blade.