Jump to content

ପନିଅର

ଉଇକିଅଭିଧାନ‌ରୁ

ପନିଅର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପରିବା ପତ୍ର — ୧. Kitchen vegetables.
୨. ବାଇଗଣ ଫଳ —୨. Brinjal (fruit).
୩. (ସଂସ୍କୃତ - ପନ୍ନୀର)—ସୁବାସିତ ଜଳ —୩. Scented water (sprinkled over guests and images).

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

କ୍ଷୌର ହେବା —Shaving.