ପନିଅର ବ୍ରାହ୍ମଣ
ଦେଖଣା
ପନିଅର ବ୍ରାହ୍ମଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପଣ୍ଡାଶ୍ରେଣୀୟ ବ୍ରାହ୍ମଣ; ଯେଉଁ ବ୍ରାହ୍ମଣମାନେ ପରିବା ପତ୍ର ଫସଲ କରି ବିକି ଜୀବିକା ନିର୍ବାହ କରନ୍ତି; ସାରୁଆ ବ୍ରାହ୍ମଣ —A lower class of Brāhmaṇas who earn their livelihood by raising and selling kitchen vegetables.
[ଦ୍ରଷ୍ଟବ୍ୟ — ଏମାନେ ଅଶ୍ରୋକ୍ରିୟା ବ୍ରାହ୍ମଣମାନଙ୍କର ତିନି ଶ୍ରେଣୀମଧ୍ୟରୁ ୧ ଶ୍ରେଣୀର ଅନ୍ତର୍ଗତ ଶ୍ରୋକ୍ରିୟ ବ୍ରାହ୍ମଣମାନେ ଏମାନଙ୍କ ସହିତ ବୈବାହିକ ସମ୍ୱନ୍ଧ କରନ୍ତି ନାହିଁ କୃପାସିନ୍ଧୁ. ଇତିହାସ ]