ପନିକି
ଦେଖଣା
ପନିକି
ଉଚ୍ଚାରଣ
[ସମ୍ପାଦନା](ପନକି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପନିକି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଙ୍କି= ପିଞରାହାଡ଼; ପିଞରାହାଡ଼ ପରି ବଙ୍କା— ଥିବାରୁ)
[ସମ୍ପାଦନା]ପରିବାଆଦି କାଟିବା ନିମନ୍ତେ ବ୍ୟବହୃତ ପୀଢ଼ା ଉପରେ ସଂଲଗ୍ନ ହୋଇଥିବା ଲୁହାର ବଙ୍କାଛୁରୀ; ପୀଠବିଶିଷ୍ଟ କର୍ତ୍ତରୀ — A curved knief attached to a wooden board for chopping Kitchen vegetables vegetable chopper.