Jump to content

ପନିର

ଉଇକିଅଭିଧାନ‌ରୁ

ପନିର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପନ୍ନୀର)

[ସମ୍ପାଦନା]

ପନିଅର ୩ (ଦେଖ) - — Paniara ୩ (See)

ଅମଳ କମଳ କୋମଳ ଚରଣ ପୀଡ଼ା ନୋହିବାକୁ ପାଞ୍ଚିଲେ ପନିରେ, ଗନ୍ଧାସାର ଗୋଳି ସିଞ୍ଚିଲେ ଭଞ୍ଜ. ଲାବଣ୍ୟବତୀ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

ଗୋବତ୍ସର ଆମାଶୟ ରସଦ୍ୱାରା ଦୁଧକୁ ଛିଣ୍ଡାଇ ପ୍ରସ୍ତୁତ କରାଯାଇଥିବା ଛେନା —Cheese.