Jump to content

ପନେଇବା

ଉଇକିଅଭିଧାନ‌ରୁ

ପନେଇବା

ଉଚ୍ଚାରଣ

[ସମ୍ପାଦନା]

[ପହ୍ନା(ହ୍ନେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଆପୀନ)

[ସମ୍ପାଦନା]
୧. (ଗାଈ ଆଦି ସ୍ତ୍ରୀ ପଶୁ— ମାନଙ୍କର ବେଶୀ ଦୁଧ ଦେବାର ପରିଚାୟକ) ବଡ଼ ପହ୍ନା ବାହାର କରିବା; (ଦୁଧିଆଳି ଗାଈ ବା ଛେଳି) ନିଜର ପହ୍ନା ସ୍ତନ୍ୟପୂର୍ଣ୍ଣ ଥିବାର ଦର୍ଶାଇବା — (a milch cow or goat) To exhibit signs of the full udder being ready to be milked.