ପନ୍ତି
ଦେଖଣା
ପନ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବ. (ସଂସ୍କୃତ - ଫକ୍ତି)
[ସମ୍ପାଦନା]- ୧. ଧାଡ଼ି; ଶ୍ରେଣୀ — ୧. Row; line.
- ୨. ଧାଡ଼ି ଧାଡ଼ି ହୋଇ ବଢ଼ା ହୋଇଥିବା ଭୋଗ — ୨. Offerings placed in a row before a Deity.
- ୩. ବୁଣା ଜାଲର ଘରମାନଙ୍କର ଗୋଟିଏ ଧାଡ଼ି — ୩. A row of squares in a net.
[ଦ୍ରଷ୍ଟବ୍ୟ —ଦୁଇ ଧାଡ଼ି ବା ପନ୍ତିରେ ଏକ ଘର ହୁଏ ]
- ୪. ପନ୍ତି ଭୋଗ (ଦେଖ) - — ୪. Panti bhoga (See)
- ୫. ସମୂହ; ରାଶି —୫. Multitude.
କର୍ଣ୍ଣଙ୍କର କାଣ୍ଡ ପନ୍ତିକି ସେ ନକୂଳ, କାଟିଲେ ଯୁଦ୍ଧ ଦାଣ୍ଡେ ହୋଇ ବିକଳ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ