Jump to content

ପନ୍ତି ଭୋଗ

ଉଇକିଅଭିଧାନ‌ରୁ

ପନ୍ତି ଭୋଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଂକ୍ତି+ଭୋଗ; କିମ୍ୱା ପଥ+ଭୋଗ)

[ସମ୍ପାଦନା]

ଉତ୍ସ— ବାଦି ଉପଲକ୍ଷେ ଦେବପ୍ରତିମା ଗ୍ରାମ ଦାଣ୍ଡରେ ବିଜେ କଲାବେଳେ ପ୍ରତ୍ୟେକ ଗୃହସ୍ଥର ସାମାନା ଦାଣ୍ଡରେ କିଛିକ୍ଷଣ ଠିଆ ହୋଇ ଉକ୍ତ ଗୃହସ୍ଥର ଘରେ ବା ପିଣ୍ଡାରେ ବଢ଼ା ହୋଇଥିବା ଯେଉଁ ଭୋଗ ବା ନୈବେଦ୍ୟ ତାଙ୍କୁ ଅର୍ପିତ ହୁଏ — Offerings offered to an idol while being taken on the road in a procession during some festivals.