Jump to content

ପନ୍ତୁଆ

ଉଇକିଅଭିଧାନ‌ରୁ

ପନ୍ତୁଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପ୍ରାନ୍ତ)

[ସମ୍ପାଦନା]

ଋତୁମତୀ ସ୍ତ୍ରୀର ପଣତ କାନି —The end of the wearing cloth of a woman during her menses.

[ଦ୍ରଷ୍ଟବ୍ୟ —ରୋଗୀ ଏବଂ ବିଶେଷତଃ ଆଖି ଧରି ଥିବା ଲୋକର ଦେହର ପନ୍ତୁଆ ବାଜିଲେ ରୋଗ ସହଜରେ ଭଲ ହୁଏ ନାହିଁ ବୋଲି ସମ୍ୱଲପୁରବାସୀଙ୍କର ବିଶ୍ୱାସ ]