Jump to content

ପନ୍ଥ

ଉଇକିଅଭିଧାନ‌ରୁ

ପନ୍ଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଥିନ୍ ଶବ୍ଦର ୧ମା ୧ବ. ପନ୍ଥାଃ)

[ସମ୍ପାଦନା]
୧. ଦୂରତ୍ୱ — ୧. Distance.
୨. ମାର୍ଗ; ପଥ —୨. Way.
୩. ଶିଖ ସଂପ୍ରଦାୟ —୩. The Sikh sect.