ପନ୍ଥୀ
ଧର୍ମପ୍ରଦାୟଭୁକ୍ତ —Professing the tenets of a sect or religion.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ହୁଏ ଯଥା—ନାନକ ପନ୍ଥୀ; କବୀର ପନ୍ଥୀ ]