ପନ୍ଥେଈ ଗାଡ଼
ଦେଖଣା
ପନ୍ଥେଈ ଗାଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁଷ ମାସରେ ସନ୍ଧ୍ୟାପରେ ପନ୍ଥେଇ ଠାକୁରାଣୀଙ୍କୁ ପୂଜା କରିବା ନିମନ୍ତେ ଦାଣ୍ଡ ମଝିରେ ଖୋଳା ଯାଇ ଲିପା ପୋଛା ହୋଇଥିବା ଗର୍ତ୍ତ — Hole dug on the village road for the worship of Pantheī.
[ଦ୍ରଷ୍ଟବ୍ୟ —ଏହି ଗାତରେ ଖଣ୍ଡିଏ ଥର ବା ମାଟି ବା ବାଲିଗୁଡ଼ିଏ ଥୋଇ ତାକୁ ପନ୍ଥେଈ ଠାକୁରାଣୀ କଳ୍ପନା କରି ପୂଜା କରାଯାଏ ଏହି ଠାକୁରାଣୀ ସବୁଦିନେ ସେଠାରେ ଥାଆନ୍ତି, ମାତ୍ର ପୁଷମାସରେ କେବଳ ପୂଜା ପାଆନ୍ତି ]