Jump to content

ପନ୍ନଗ

ଉଇକିଅଭିଧାନ‌ରୁ

ପନ୍ନଗ

ଉଚ୍ଚାରଣ

[ସମ୍ପାଦନା]
(ପନ୍ନଗୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପନ୍ନ= ପତିତ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ଭୂମିରେ ପ଼ଡ଼ି ପଡ଼ି ଗମନ କରେ; କିମ୍ୱା ପଦ୍=ପାଦ+ନ= ନାହିଁ+ଗମ୍ ଧାତୁ+କର୍ତ୍ତୃ. ଅ; ପାଦ ନାହିଁ ଅଥଚ ଗମନ କରୁଥିବାରୁ)

[ସମ୍ପାଦନା]
୧. ସର୍ପ —୧. Serpent.
୨. ସୀସା —୨. Lead (metal)
୩. ପଦ୍ମ କାଷ୍ଠ —୩. A kind of fragrant wood.