Jump to content

ପନ୍ନଗାରି

ଉଇକିଅଭିଧାନ‌ରୁ

ପନ୍ନଗାରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପନ୍ନଗ+ଅରି)

[ସମ୍ପାଦନା]
୧. ଗରୁଡ଼ — ୧. Garuṟḍ̠a.
୨. ମୟୂର —୨. Peacock.
୩. ନକୁଳ —୩. Ichneumon.