ପବତା
ଅକାତିଆ ଶ୍ୱେତବର୍ଣ୍ଣ ମତ୍ସ୍ୟବିଶେଷ —The butter fish; Pabda; Callichrous Bimaculatus.
[ଦ୍ରଷ୍ଟବ୍ୟ — ଏହା ବଚୁଆ ମାଛ ପରି ଏହାର ଓଠ ଦୀର୍ଘ ଏହାର ମେରୁଦଣ୍ଡ ଛଡ଼ା ଆଉ କଣ୍ଟା ନାହିଁ ]