Jump to content

ପବନା

ଉଇକିଅଭିଧାନ‌ରୁ

ପବନା

ଉଚ୍ଚାରଣ

[ସମ୍ପାଦନା]
(ପବନା—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ପବନ ପରି ଗତି କରେ; ଦ୍ରୁତ— ଗତିବିଶିଷ୍ଟ —୧. Quickly moving like wind.
୨. ଯେ ପବନ ପରି ବେଗରେ କଥା କହେ — ୨. One who talks swiftly or glibly.
୩. ମିଥ୍ୟାବାଦୀ; ବାହାପିଆ —୩. A telltale; a liar.