ପବିତ୍ରାଇବା
ଦେଖଣା
ପବିତ୍ରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପବିତ୍ରାଇବା
|
ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ପବିତ୍ରୀକରଣ)
[ସମ୍ପାଦନା]- ୧. 'ପବିତ୍ରିବା କ୍ରିୟାର ଣିଜନ୍ତ ରୂପ;' ଅନ୍ୟଦ୍ୱାରା ପବିତ୍ରତା କରାଇବା —୧. To cause to be purified.
- ୨. ପବିତ୍ରତା; ପବିତ୍ର କରିବା —୨. To purify.
ତେବେ ମଧ୍ୟ ତପ ସକାଶୁଁ ସ୍ୱର୍ଗେ ପାଇ ରହିଛନ୍ତି ଆଗ ଶରୀର ପବିତ୍ରାଇ କୃଷ୍ଣସିଂହ. ମହାଭାରତ. ଶାନ୍ତି