Jump to content

ପବିତ୍ରାରୋପଣ

ଉଇକିଅଭିଧାନ‌ରୁ

ପବିତ୍ରାରୋପଣ

ଉଚ୍ଚାରଣ

[ସମ୍ପାଦନା]

(ପବିତ୍ରାରୋହଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶ୍ରାବଣ ଶୁକ୍ଳ ଦ୍ୱାଦଶୀ ତିଥିରେ ବିଷ୍ଣୁ ପ୍ରଭୃତି ଦେବତାଙ୍କୁ ପଇତା ପିନ୍ଧାଇବାରୂପ ଉତ୍ସବ — ୧. A ceremony of presenting the sacred thread to idols in the month of Ṡrābaṇa.
୨. ଉପନୟନ; ବ୍ରତ —୨. Investiture with the sacred thread (Apte.)