Jump to content

ପବ୍ଳିକ୍ ପ୍ରସିକ୍ୟୁଟର୍

ଉଇକିଅଭିଧାନ‌ରୁ

ପବ୍ଳିକ୍ ପ୍ରସିକ୍ୟୁଟର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପବ୍ଳିକ୍ ପ୍ରୋସିକିଉଟର)

[ସମ୍ପାଦନା]

ଫଉଜିଦାରି ମକଦ୍ଦମାରେ ସରକାର ତରଫରୁ ମକଦ୍ଦମା ଚଳାଇବା ଓକିଲ ବା ପୁଲିସ୍ କର୍ମଚାରୀ —Public prosecutor.