ପମେଟମ୍
(ପମେଡ୍—ଅନ୍ୟରୂପ)
କେଶ ଓ ଚର୍ମର କୋମଳତା ବୃଦ୍ଧି ନିମନ୍ତେ ବ୍ୟବହୃତ ବିଦେଶୀୟ ସ୍ନିଗ୍ଧ ଦ୍ରବ୍ୟବିଶେଷ —Pomatum; Pomade.