ପମ୍ପା
ଦେଖଣା
ପମ୍ପା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପା ଧାତୁ=ପାନ କରିବା+କର୍ମ. ପ=ସ୍ତ୍ରୀ. ଆ; ନିପା— ତନ)
[ସମ୍ପାଦନା]- ୧. ଋଷ୍ୟମୂକ ପର୍ବତରୁ ବାହାରି ଓଡ଼୍ରଦେଶର ମଧ୍ୟ ଦେଇ ତୁଙ୍ଗ ଭଦ୍ରାରେ ପଡ଼ିଥିବା ନଦୀବିଶେ, (ଜ୍ଞାନେନ୍ଦ୍ର) —୧. Name of a river in central India.
[ଦ୍ରଷ୍ଟବ୍ୟ — ଏହି ନଦୀ କୂଳରେ ମତଙ୍ଗ ମୁନିଙ୍କର ଆଶ୍ରମ ଥିଲା ରାମାୟଣ ବର୍ଣ୍ଣିତ ଏହି ନଦୀ ସ୍ଥିରଜଳା ଥିବାରୁ ଏହା ମଧ୍ୟ ସରୋବର ନାମରେ ଖ୍ୟାତ (ଜ୍ଞାନେନ୍ଦ୍ର)]
- ୨. ମଧ୍ୟଭାରତର ବିନ୍ଧ୍ୟାଚଳ ନିକଟରେ ଗୋଦାବରୀ ତୀରରେ ଅଗସ୍ତି ମୁନିଙ୍କ ଆଶ୍ରମ ନିକଟସ୍ଥ ଦଣ୍ଡକାରଣ୍ୟର ସରୋବର— ବିଶେଷ —୨. Name of a tank in central India near the Bindhya range.