Jump to content

ପରକଳା

ଉଇକିଅଭିଧାନ‌ରୁ

ପରକଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପରକାଲା; ପର୍ଗାଲହ୍)

[ସମ୍ପାଦନା]
୧. ଡାକସାଜ ମଝିରେ ଦିଆଯିବା ଆରସି ବା କ୍ଷୁଦ୍ର କାଚଖଣ୍ଡ — ୧. Small bits of mirror or glass set in finery.
୨. ଟିକି କାଚଖଣ୍ଡ —୨. Small bit of glass.