Jump to content

ପରକାର

ଉଇକିଅଭିଧାନ‌ରୁ

ପରକାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ପ୍ରକାର)

[ସମ୍ପାଦନା]

ପ୍ରକାର — Kind; manner.

ଜାଣିଣ ଏ ସଂହିତା ନାନା ପରକାରେ କୃଷ୍ଣସିଂହ. ମହାଭାରତ ଆଦି

ଦେଶଜ - ଅ

[ସମ୍ପାଦନା]

ପରି; ସଦୃଶ —Like.

ବାରି ଜୀବଙ୍କ ପରକାର, ବିରାଜିବ ମୃତ ଶବୀର ଭଞ୍ଜ. ବୈଦେହୀଶବିଳାସ