Jump to content

ପରକାର୍ଯ୍ୟ

ଉଇକିଅଭିଧାନ‌ରୁ

ପରକାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ପରକାରଜ, ପରକାମଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର+କାର୍ଯ୍ୟ)

[ସମ୍ପାଦନା]
୧. ପରୋପକାର — Doing good or rendering service to others.

ଲୋଭ ବୈଷ୍ଣବ ପଦରଜେ, ସାମର୍ଥପଣ ପରକାର୍ଯ୍ୟେ ଭୂପତି. ପ୍ରେମପଞ୍ଚାମୃତ

୨. ଅନ୍ୟ ବ୍ୟକ୍ତିର ନାମ — ୨. Another person's work.

ଘରୁ ଖାଇ ପରକାମ କରେ କିଏ ବାପା ! ଫକୀରମୋହନ. ଉତ୍କଳ ଭ୍ରମଣ

୩. ଅନ୍ୟର ସେବା —୩. Service of another.