Jump to content

ପରକାଶିବା

ଉଇକିଅଭିଧାନ‌ରୁ

ପରକାଶିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) କ୍ରି. (ସଂସ୍କୃତ - ପ୍ରକାଶ)

[ସମ୍ପାଦନା]
୧. ପ୍ରକାଶ କରିବା —୧. To publish; to exhibit.

ବିମଳ ଜଳ ରାଶି ଆନନ୍ଦେ ପରକାଶି ମଧୁସୂଦନ. ଛାନ୍ଦମାଳା

୨. ପ୍ରକାଶିତ ହେବା; ଦେଖାଯିବା — ୨. To open out; to appear.