Jump to content

ପରକୀୟ

ଉଇକିଅଭିଧାନ‌ରୁ

ପରକୀୟ

ଉଚ୍ଚାରଣ

[ସମ୍ପାଦନା]
(ପରକୀୟା—ସ୍ତ୍ରୀ) 

(ବିପରୀତ—ସ୍ୱକୀୟ)

[ପରକୀୟତା(ତ୍ୱ)—ବି] 

ସଂସ୍କୃତ - ବିଶେଷଣ - (ପର+ସମ୍ୱନ୍ଧେ. ଈୟ; କ ଆଗମ; ତୁଳନା କର ରାଜକୀୟ, ସ୍ୱକୀୟ)

[ସମ୍ପାଦନା]
୧. ଅନ୍ୟ ସମ୍ୱନ୍ଧୀୟ — ୧. Pertaining to another.
୨. ଅନ୍ୟଦୀୟ; ଅନ୍ୟର — ୨. Belonging to a ୨nd person or stranger.
୨. ଯେ ଆପଣାର ନୁହେଁ; ଅନାତ୍ମୀୟ —୩. Strange; not belonging to oneself.
୪. ବିପକ୍ଷ; ବିପକ୍ଷତାଚାରୀ —୪. Hostile. (M.W.)